ଏବ୍ରି 3:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ “ଜଦି ତମେ ଆଜି ପର୍ମେସରର୍ ବାକିଅ ସୁନ୍ସା, ତମର୍ ଆନିଦାଦିମନ୍ ଜେନ୍ତି ତାକର୍ ମନ୍ ଆଁଟ୍କରି ତାକେ ବିରଦ୍ କଲାଇ, ସେନ୍ତାରି ତମର୍ ମନ୍ ଆଁଟ୍ କରାନାଇ ।” Gade chapit la |
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ ।