6 ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁ ପର୍ମେସର୍ ଆକା ମକେ ସାଇଜ କର୍ସି, ମୁଇ କେବେ ନ ଡରି ଲକ୍ମନ୍ ମକେ କାଇଟା କରି ନାପାରତ୍ ।
ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ?
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।
କିରିସ୍ଟର୍ ତେଇ ବିସ୍ବାସ୍ କଲାର୍ ପାଇ ଆରି ତାର୍ ସଙ୍ଗ୍ ମିସି ରଇଲାର୍ ପାଇ, ନ ଡର୍ତେ, ସାଆସ୍ ଅଇକରି, ପର୍ମେସରର୍ ମୁଆଟେ ଟିଆ ଅଇବୁ ।
ଏ ମର୍ ବାଇବଇନିମନ୍, ଜିସୁର୍ ମରନର୍ ଲାଗି ଆମେ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଆମ୍କେ ଅଦିକାର୍ ଆଚେ ।