19 ମର୍ପାଇ ମିସା ପାର୍ତନା କରା । ଜେନ୍ତାରି କି ପର୍ମେସର୍ ଦାପ୍ରେ ମକେ ତମର୍ଲଗେ ପାଟାଇସି ।
ଏଟାଚାଡି ମର୍ପାଇ ଗଟେକ୍ ବାକ୍ରା ସାଜାଡି ର । କାଇକେବଇଲେ, ତୁଇ ପାର୍ତନା କଲା ଇସାବେ ମୁଇ ତର୍ଲଗେ ଦାପ୍ରେ କେଟିପାର୍ବି ।
ଏ ମର୍ ବାଇବଇନିମନ୍, ମୁଇଁ ତମ୍କେ ବାବୁଜିଆ କଲିନି, ମୁଇ ତମ୍କେ କଇଲା ଏ ସବୁ କାତା ମୁର୍ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍ ନାଇ ।