19 ମଇରି ପୁକ୍ବାଟା ଆରି ସବଦ୍ ଅଇବାଟା ସୁନ୍ଲାଇ । ସେ ସବଦ୍ ସୁନ୍ଲାକେ ଲକ୍ମନ୍ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ ।
ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ ?