ଏବ୍ରି 12:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି । Gade chapit la |
ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।