ଏବ୍ରି 11:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଚନେକର୍ପାଇ ସାର୍ଦା ଦେବା ପାପ୍ କର୍ବାତେଇଅନି, ପର୍ମେସରର୍ ଲକ୍ମନର୍ ସଙ୍ଗ୍ କସ୍ଟ ଅଇରଇବାଟା ଅଦିକ୍ ନିକ ବଲି ସେ ବାବ୍ଲା । Gade chapit la |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।