ଏବ୍ରି 10:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 କେତେ କେତେ ତର୍ ତମ୍କେ ସବୁର୍ ମୁଆଟେ ଇଜତ୍ ଜିକ୍ଲାଇ ଆରି କାରାପ୍ ଇସାବେ ଦେକ୍ଲାଇ । କେବେ କେବେ ଜନ୍ ଲକ୍ମନ୍କେ ଦୁକ୍ ଆଇସି, ତାକର୍ ସମାନ୍ ଅଇତେରଇଲାସ୍ । Gade chapit la |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।