ଏବ୍ରି 10:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି । Gade chapit la |
ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।