ଗାଲାତିୟ 4:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ । Gade chapit la |
ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍ ! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍ ! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।
ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।
ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।