12 ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନ୍ସେ ଜଦି ପରମେସରର୍ ଦାନ୍ ପାଇବାଇ, ତେବେ ଲକ୍ମନର୍ ବିସ୍ବାସ୍ ଚୁଚାଇ ଅଇସି । ପରମେସର୍ ଦେଇରଇବା କାତା ମିସା ଚୁଚାଇସେ ।
“ ସେଟାର୍ପାଇ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।”
ପରମେସର୍ ସେମନ୍କେ ତାର୍ ନିଜର୍ ଜିବନ୍ ଦୁକାଇକରି ବାଚ୍ଲା ଆଚେ । ସେମନ୍ କରି ରଇବା ନିକ କାମର୍ ଲାଗି ନାଇ । ଜଦି ସେମନର୍ ନିକ କାମର୍ ଲାଗି ସେମନ୍କେ ବାଚିରଇତା, ତାର୍ ଜିବନ୍ ଦୁକାନି ସତ୍ ଜିବନ୍ ଦୁକାନି ନ ଅଇତା ।
ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି ? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
ଆରି ମୁଇ ମରିଗାଲି । ଜନ୍ ନିୟମ୍ ଜିବନ୍ ଦେବାକେ ଟିକ୍ କରିରଇଲା, ସେଟା ମର୍ ପାଇ ମରନ୍ ଆନ୍ଲା ।