ଗାଲାତିୟ 2:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା । Gade chapit la |
ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।