କଲସିଅ 4:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆମ୍କେ କାଇଟା ଗଟ୍ଲାନି ବଲି ତାର୍ଟାନେଅନି ଜାନ୍ସା । ଆରି ସେ ତମ୍କେ ବିସ୍ବାସ୍ କରାଇବାଟା ଡାଟ୍ କରାଇସି । ଏଟାର୍ପାଇ ତାକେ ତମର୍ଟାନେ ପାଟାଇଲିନି । Gade chapit la |
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।