ପେରିତ୍ 8:35 - ସତିଅର୍ ବାଟ୍ ନୁଆ ନିୟମ୍ 202035 ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା । Gade chapit la |
କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।