20 କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
ତୁଇ କାଇଟା ଦେକିଆଚୁସ୍ ଆରି ସୁନି ଆଚୁସ୍, ସେଟା ସବୁ ଲକର୍ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍ ସାକି ଅଇସୁ ।
ଆମେ ଏ ସବୁ ବିସଇର୍ ସାକି ଆଚୁ । ଆରି ଜନ୍ ସୁକଲ୍ ଆତ୍ମାକେ ପର୍ମେସର୍ ତାକର୍ ଆଗିଆଁକାରିମନ୍କେ ଦାନ୍କଲାଆଚେ, ସେ ମିସା ଏଟାର୍ ସାକି ।”
ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
ଜେ ଜିବନର୍ ବାଟ୍ ଦେକାଉ, ତାକେ ତମେ ମାର୍ଲାସ୍, ମାତର୍ ପର୍ମେସର୍ ତାକେ ମଲାଟାନେଅନି ଆରି ତରେକ୍ ଜିବନ୍ କରି ଉଟାଇଲା । ଆମେ ଅଇଲୁନି ତାର୍ ସାକି ।
ଏବେ ଏ ଜିସୁକେ ପରମେସର୍ ଜିବନ୍ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍ନାର୍ ସାକି ।
ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
ଆରାମ୍ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍ କବର୍ ବିନ୍ ଲକ୍ମନ୍କେ ଜାନାଇଲାଇ, ସେମନ୍ ଆମ୍କେ କଇଲା ଇସାବେ ଲେକ୍ଲାଇ ।
ସେମନ୍ ସବୁଲକ୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲାଇ ଆରି ଆତ୍ମା ଦେଲା ବପୁ ଇସାବେ ନାଜାନ୍ଲା ବାସାମନର୍ ସଙ୍ଗ୍ କାତା ଅଇବାର୍ ଦାର୍ଲାଇ ।
ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”