13 ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ ।
ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ ।
ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?”
ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”
ଜିସୁ, ପିତର୍ ଆରି ଜଅନ୍କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍ପାଇ ନିସ୍ତାର୍ ପରବର୍ ବଜି କାଇବାକେ ଟିକ୍ କରା ।”
ଏନ୍ତି କଇକରି ପିତର୍ ଦୁଆର୍ ମୁଆଁଟ୍ ଲଗେ ଉଟିଗାଲା । ଆରି ଗଟେକ୍ ବିନ୍ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍ମନ୍କେ କଇଲା, “ଏ ନାଜରିତର୍ ଜିସୁର୍ ସଙ୍ଗ୍ ରଇଲା ।”
ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା ! ତର୍ ପଅ !”
ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ ।
ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା ।
“ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା ।
ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
ମାତର୍ ପଚେ, ବର୍ନବା ତାକେ ପେରିତ୍ ସିସ୍ମନର୍ ଲଗେ ନେଲା । ଦାମାସ୍କସର୍ ବାଟେ କେନ୍ତି ସାଉଲ୍ ମାପ୍ରୁର୍ ଦର୍ସନ୍ ପାଇରଇଲା, ଆରି ମାପ୍ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍କେ ବୁଜାଇକରି କଇଲା । ଦାମାସ୍କସେ ସାଉଲ୍ ନ ଡର୍ତେ କେନ୍ତାରି ଜିସୁର୍ ନାଉଁ ଦାରି ତାର୍ ବାକିଅ ଜାନାଇରଇଲା, ସେମନ୍କେ ଟିକି ନିକି ବୁଜାଇ କରି କଇଲା ।
ଆରି ସାଉଲ୍, ପେରିତ୍ ସିସ୍ମନର୍ ସଙ୍ଗ୍ ରଇଲା ଆରି ଜିରୁସାଲମର୍ ଗୁଲାଇବାଟେ ଜାଇ, ନ ଡର୍ତେ ମାପ୍ରୁର୍ ବାକିଅ ଜାନାଇଲା ।
ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି “ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ !” ବଲି କଇସି ।
ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ ।