ପେରିତ୍ 3:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି । Gade chapit la |
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”