ପେରିତ୍ 28:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଆମେ ଗାଲା କବର୍ ସୁନିକରି ରମ୍ ଦେସର୍ ବିସ୍ବାସି ବାଇମନ୍ ତେଇଅନି ଆପିଅ ଜାଗାର୍ ଆଟେ ଆରି ତିନ୍ସରା ନାଉଁର୍ ନଅର୍ମନ୍ ଜାକ ଆମ୍କେ ବେଟ୍ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍କେ ଦେକି ପାଉଲ୍ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବେସି ସାର୍ଦା ଅଇଲା । Gade chapit la |