23 ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
ଆମେ ରମ୍ ଦେସେ କେଟ୍ଲା ପଚେ ପାଉଲ୍କେ ଗଟେକ୍ ସନିଅ ସଙ୍ଗ୍ ଗଟେକ୍ ଗରେ ରଇବାକେ ଆଦେସ୍ ମିଲ୍ଲା ।
ଆର୍କର୍ ଦିନେ ଆମେ ସିଦନେ କେଟ୍ଲୁ । ଜୁଲିୟସ୍ ପାଉଲ୍କେ ବେସି ଦୟା ଦେକାଇତେରଇଲା । ପାଉଲର୍ ସଙ୍ଗାରିମନର୍ ଟାନେଅନି ତାର୍ ଦର୍କାର୍ ଅଇବା ଜିନିସ୍ମନ୍ ଟୁଲିଆଇବାକେ ତାକର୍ସଙ୍ଗ୍ ଜାଇ ମିସତ୍ ବଲି ପାଉଲ୍କେ ଆଦେସ୍ ଦେଲା ।
ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।
ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
ସେ କଇଲା, “ତମର୍ ଦାବାଦାରିମନ୍ ଆସି କେଟ୍ଲା ପଚେ, ମୁଇ ତର୍ କାତା ସୁନ୍ବି ।” ତାର୍ ପଚେ ପାଉଲ୍କେ ଏରଦ୍ ରାଜାର୍ ନଅରେ ବନ୍ଦି କରି ସଙ୍ଗଇବାକେ ଆଦେସ୍ ଦେଲା ।
ପାଉଲର୍ ବାନ୍ଜା ଏମନର୍ କୁଟ୍ କାତା ସୁନିକରି ଗଡ୍ ବିତ୍ରେ ଗାଲା ଆରି ସବୁ କାତା ପାଉଲ୍କେ କଇଦେଲା ।
ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।