10 ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା । “ମୁଇ ଜାନି ଜେ ବେସି ବରସ୍ ଦାରି ତମେ ଏ ଜାତିର୍ ବିଚାର୍କରୁ ଅଇ ଆଚୁସ୍, ସେଟାର୍ ପାଇ ତମର୍ ମୁଆଟେ କଇବାଟା କେଡେ କରମର୍ କାତା ।
ମାତର୍ କିରିସ୍ଟକେ ମାପ୍ରୁବଲି ଡାକ୍ପୁଟା କରା ଆରି ସନ୍ମାନ୍ ଦିଆସ୍ । ବିସ୍ବାସି ଇସାବେ, ତମେ ଆସା କର୍ବା ବିସଇ କେ ମିସା ପାଚାର୍ଲେ, ସେମନ୍କେ ବାତାଇବାକେ ଜାଗ୍ରତ୍ ଅଇରୁଆ ।
ଆଗ୍ରିପା ପାଉଲ୍କେ କଇଲା, “ତକେ ତର୍ ନିଜର୍ ବିସଇ ଜାଇଟା କଇବାର୍ ଆଚେ, ସେଟା କଇବାକେ ଅଦିକାର୍ ଦିଆଅଇଲା ।” ପାଉଲ୍ ଆତ୍ ଉଟାଇକରି ନିଜର୍ବାଟେଅନି କଇଲା,
ପାଉଲ୍ ଜିବା ପାଇ କେତେଟା ଗଡା ଦିଆସ୍ ଆରି ନିକ ସଙ୍ଗେ ତାକେ ସାସନ୍କାରିଆ ପେଲିକ୍ସ୍ ଲଗେ ଦାରି ଜାଆ ।”
ସେନାପତି ତାକେ ଆଦେସ୍ ଦେଲାକେ ପାଉଲ୍ ପାଉଚ୍ ଉପ୍ରେ ଟିଆଅଇ, ଲକ୍ମନ୍କେ ଚିମ୍ରା ଅଇବାକେ ଆତ୍ ସାଗିଆ କଲା । ସେମନ୍ ଚିମ୍ରା ଅଇଲାଇକେ, ପାଉଲ୍ ଇବ୍ରୁ ବାସାଇ କଇଲା ।
ସେମନର୍ ବିତ୍ରେଅନି କେତେକ୍ ଲକ୍ ଏଟାର୍ପାଇ ଆଲେକ୍ଜାଣ୍ଡାର୍କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍ମନ୍, ଆଗ୍ତୁ ତାକେ ଟିଆ କରାଇରଇଲା । ଆଲେକ୍ଜାଣ୍ଡାର୍ ଲକ୍ମନ୍କେ ଆତ୍ଟେକି ଚିମ୍ରାଇଅଇ ରଇବାକେ କଇଲା ଆରି ତାର୍ ବାସନ୍ଟାନେ ବିସ୍ବାସିମନର୍ ବାଟେ ଅଇକରି ବୁଜାଇବାକେ ଚେସ୍ଟା କଲା ।
ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।”
ପାଉଲ୍ ଟିଆଅଇ ଲକ୍ମନ୍କେ ଚିମ୍ରାଇ ଅଇବାକେ ଆତ୍ ସାଗିଆ କରି କଇଲା । “ଇତି ରୁଣ୍ଡ୍ଅଇଲା ଇସ୍ରାଏଲ ବାଇମନ୍ ଆରି ପର୍ମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନ୍, ମର୍ କାତା ସୁନା !
ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା ।
ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ ?”
“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।