1 ପାଁଚ୍ଦିନ୍ ପଚେ ବଡ୍ ପୁଜାରି ଅନନିୟ କେତେଟା ପାର୍ଚିନ୍ ଆରି ତର୍ତୁଲସ୍ ନାଉଁର୍ ଗଟେକ୍ ଅକିଲ୍ ସଙ୍ଗ୍ ସିସେରିଆଇ ଗାଲାଇ । ସେମନ୍ ପେଲିକ୍ସର୍ ମୁଆଟେ ଟିଆଅଇ ପାଉଲର୍ ବିରଦେ ସେମନର୍ ଦାବା ଜାନାଇଲାଇ ।
ଆଗିଆ, ତମେ ନିଜେ କଜିକରି ଜାନିପାର୍ସା ଜେ, ପାକାପାକି ବାରଦିନ୍ ତଲେ, ମୁଇ ଜିରୁସାଲାମେ ପାର୍ତନା କର୍ବାକେ ଜାଇରଇଲି ।
ଏ କାତା ସୁନିକରି ଅନନିଅ ନାଉଁର୍ ବଡ୍ ପୁଜାରି ପାଉଲର୍ ଲଗେ ଟିଆଅଇରଇବା ଲକ୍ମନ୍କେ, ତାର୍ ଗାଲେ ଚାପଡ୍ ମାରା ବଲି ତିଆର୍ଲା ।
ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍ ଆରି ତରେକ୍ ପାଉଲର୍ ବିରଦେ ରଇବା ଦାବି ନେଇ, ସେମନର୍ ଲଗେ ଗାଲାଇ । ସେମନ୍ ପେସ୍ତେସ୍କେ ବାବୁଜିଆ କଲାଇ,
ସେ କଇଲା, “ତମର୍ ଦାବାଦାରିମନ୍ ଆସି କେଟ୍ଲା ପଚେ, ମୁଇ ତର୍ କାତା ସୁନ୍ବି ।” ତାର୍ ପଚେ ପାଉଲ୍କେ ଏରଦ୍ ରାଜାର୍ ନଅରେ ବନ୍ଦି କରି ସଙ୍ଗଇବାକେ ଆଦେସ୍ ଦେଲା ।
ଆରି ତାର୍ ବିରଦେ ଗଟେକ୍ କୁଟ୍ ଜଜ୍ନା ଅଇଲାନି ବଲି କବର୍ ସୁନି, ବେଗି ବେଗି ତମର୍ ଲଗେ ପାଟାଇ ଦେବାକେ ଟିକ୍ କଲି, ତାର୍ ବିରଦେ ରଇଲା ଦାବା, ତର୍ ମୁଆଟେ ଜାନାଇବାକେ ତାର୍ ଦାବାଦାରିମନ୍କେ ମୁଇ କଇଲିଆଚି ।”
ପାଉଲ୍ ଜିବା ପାଇ କେତେଟା ଗଡା ଦିଆସ୍ ଆରି ନିକ ସଙ୍ଗେ ତାକେ ସାସନ୍କାରିଆ ପେଲିକ୍ସ୍ ଲଗେ ଦାରି ଜାଆ ।”
ଏ ସୁକଲ୍ ଅଇବା କାମର୍ ସାତ୍ ଦିନ୍ ଗାଲା ପଚେ, ଆସିଆ ରାଇଜର୍ କେତେଟା ଜିଉଦିମନ୍ ପାଉଲ୍କେ ମନ୍ଦିରେ ଦେକ୍ଲାଇ, ସେମନ୍ ତେଇ ରୁଣ୍ଡ୍ଲା ଲକ୍ମନ୍କେ ଉସ୍କାଇକରି ପାଉଲ୍କେ ଦାର୍ଲାଇ ।
ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ ।
ଏ ବାଇବଇନିମନ୍, ଜେଡ୍କିବେଲେ ମୁଇ ତମର୍ ଲଗେ ପର୍ମେସରର୍ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍ମନର୍ ପାରା କି ବାସଣ୍ ଦେବା ଲକର୍ପାରା ବଡ୍ ବଡ୍ କାତା କଇ ନ ରଇଲି ।
ମୁଇ ଜେଡେବେଲା ଜିରୁସାଲାମ୍ ଜାଇରଇଲି, ଜିଉଦିମନର୍ ମୁକିଅ ପୁଜାରିମନ୍ ଆରି ସେ ଦରମର୍ ପାର୍ଚିନ୍ମନ୍ ତାର୍ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍ବାକେ ମକେ କଇଲାଇ ।
ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା ।
ସନିଅମନ୍ ପାଉଲ୍କେ ଦାରି ସିସେରିଆଇ କେଟ୍ଲାଇ । ତେଇ ସନିଅମନର୍ ମୁକିଅର୍ ଚିଟି ସଙ୍ଗେ ପାଉଲ୍କେ ସାସନ୍କାରିଆର୍ ଆତେ ଜିମାଦେଇଦେଲାଇ ।
ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା । “ ଆଗିଆଁ, ତମେ ଗଟେକ୍ ଡାକ୍ପୁଟା ଲକ୍, ତମର୍ ନିମାନ୍ ସାସନ୍ଅନି ଆମେ ବେସି ଦିନ୍ ଦାରି ସାର୍ଦା ଅଇ ସାନ୍ତି ସଙ୍ଗ୍ ଜିଇଲୁନି, ଆମର୍ ଦେସର ମଙ୍ଗଲ୍ ପାଇ ବେସି ଦର୍କାର୍ ରଇଲା କାମ୍ମନ୍ କରାଇଆଚାସ୍ ।