ପେରିତ୍ 23:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ସନିଅ ତାକେ ମୁକିଆର୍ ଲଗେ ନେଇ କଇଲା, “ବନ୍ଦି ରଇବା ପାଉଲ୍ ମକେ ଡାକି ଏ ଦାଙ୍ଗ୍ଡାକେ ତମର୍ ଲଗେ ଆନ୍ବାକେ କଇଲା । ତମ୍କେ ପନି ସେ କାଇଟା କଇବାର୍ ଆଚେ ।” Gade chapit la |
ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।