ପେରିତ୍ 23:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ତମେ ଆରି ବଡ୍ସବାର୍ ଲକ୍ମନ୍ ରମିୟ ନେତା ପାଉଲ୍କେ ଇତି ଆରିତରେକ୍ ଆନା ବଲି କବର୍ ପାଟାଆ । ତାର୍ ବିସଇର୍ ଟିକିନିକି ଜାନ୍ବାର୍ ଆଚେ ବଲି ମିଚ୍ କଇକରି ଆନାଆ । ସେ ବଡ୍ ସବାଇ ଆଇବା ବେଲେ ତାକେ ବାଟେ ଜାଗି ମାରି ମରାଇଦେବୁ ।” Gade chapit la |