6 “ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍କସ୍ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍ବେଲାଇ, ଆକାସେଅନି ଗଟେକ୍ ଉଜଲ୍ ମର୍ ଚାରିବେଡ୍ତି ଉଜଲ୍ ଅଇଗାଲା ।”
ସେ ତାର୍ ଉଜା ବାଟର୍ ଆତେ ସାତ୍ଟା ତାରା ଦାରି ରଇଲା, ଆରି ତାର୍ ଟଣ୍ଡେ ଅନି ଦୁଇବାଟେ ଦାର୍ ରଇବା ତିପ୍ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍ ମୁଁ ମୁଇଦାନିଆର୍ ବେଲ୍ପାରା ଜଲ୍କି ଜାଇତେ ରଇଲା ।
ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା ।
ମୁଇ ବୁଏଁ ଉମ୍ତାଡିଅଇ ଅଦ୍ରିଗାଲି ଆରି ମର୍ପାଇ ଏ କାତା ସୁନ୍ଲି, ସାଉଲ୍, ସାଉଲ୍ ! ମକେ ତୁଇ କାଇକେ କସ୍ଟ ଦେଲୁସ୍ନି ?
ସେମନର୍ କିରଜାଟି ଅଇବାଟା ଅଦିକ୍ ଅଦିକ୍ ଅଇଆଇଲା । ପାରୁସି ଦଲର୍ କେତେଟା ଦରମ୍ ଗୁରୁ ଉଟିକରି ଡାଟ୍ ସଙ୍ଗ୍ କଇଲାଇ, “ଆମେ ଏ ଲକର୍ ଟାନେଅନି କାଇ ଦସ୍ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍ ସରଗର୍ ଦୁତ୍ କି ଆତ୍ମା କାତା କଇରଇସି ।”
ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା ।