2 ସେମନର୍ ସଙ୍ଗ୍ ସେ ଇବ୍ରୁ ବାସାଇ କାତା କଇବାଟା ସୁନି, ଲକ୍ ମାନ୍ଦା ଚୁପ୍ଚାପ୍ ଅଇଲାଇ ଆରି ପାଉଲ୍ କଇବାକେ ଦାର୍ଲା,
ସେନାପତି ତାକେ ଆଦେସ୍ ଦେଲାକେ ପାଉଲ୍ ପାଉଚ୍ ଉପ୍ରେ ଟିଆଅଇ, ଲକ୍ମନ୍କେ ଚିମ୍ରା ଅଇବାକେ ଆତ୍ ସାଗିଆ କଲା । ସେମନ୍ ଚିମ୍ରା ଅଇଲାଇକେ, ପାଉଲ୍ ଇବ୍ରୁ ବାସାଇ କଇଲା ।
ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ ।