ପେରିତ୍ 21:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ସେମନ୍ କବର୍ ପାଇଆଚତ୍ ଜେ, ତମେ ଜିଉଦିନଇଲା ଦେସେ ବାସା ଅଇରଇଲା, ଜିଉଦିମନ୍କେ ମସାର୍ ରିତିନିତି ଚାଡିଦେବାକେ, ସେମନର୍ ପିଲାମନ୍କେ ସୁନତ୍ ନ କର୍ବାକେ ଆରି ଜିଉଦି ରିତିନିତି ନ ମାନ୍ବାକେ ସିକିଆ ଦେଲାସ୍ନି । Gade chapit la |
ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।