12 ଏଟା ସୁନି ଆମେ ଆରି ସେ ଜାଗାଇ ରଇଲା ବିନ୍ଲକ୍ମନ୍, ପାଉଲ୍କେ “ ଜିରୁସାଲାମେ ନ ଜାଆ” ବଲି ବାବୁଜିଆ କଲୁ ।
ଏବେ ସୁକଲ୍ଆତ୍ମାର୍ ଚାଲ୍ନାଦେଲା ଆଦେସ୍ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
ଆମେ ପାର୍ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍ ଆରି କାପ୍ପାଦକିଆ, ପନ୍ତ୍ ଆରି ଆସିଆ,
ତେଇ କେତେଦିନ୍ ରଇକରି, ଆମର୍ ଦିନ୍ସୁପତର୍ ସାଜାଡି ଜିରୁସାଲମେ ଜିବାକେ ବାରଇଲୁ ।