ପେରିତ୍ 21:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ସେ ଆମର୍ ଲଗେ ଆସି ପାଉଲର୍ ଆଟାବେଡା ନେଲା, ତେଇ ସେ ନିଜର୍ ଆତ୍ ଗଡ୍ ବାନ୍ଦି କରି କଇଲା, “ସୁକଲ୍ଆତ୍ମା ମକେ ଜାନାଇଲା ଆଚେ ଜେ, ଏ ଆଟାବେଡାର୍ ସାଉକାର୍କେ ଜିରୁସାଲାମର୍ ଜିଉଦିମନ୍, ଏନ୍ତି ବାନ୍ଦି ଜିଉଦିନଇଲା ଲକ୍ମନ୍କେ ସର୍ପିଦେବାଇ ।” Gade chapit la |
ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।
ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।