10 ଆମେ ସେ ଜାଗାଇ ବେସି ଦିନ୍ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍ ନାଉଁର ଗଟେକ୍ ବବିସତ୍ବକ୍ତା ତେଇ ଆଇଲା ।
ସେମନର୍ ବିତ୍ରେଅନି ଆଗାବ୍ ନାଉଁର୍ ଗଟେକ୍ ଲକ୍ ଆତ୍ମାର୍ ବପୁ ସଙ୍ଗ୍ ପୁରୁନ୍ ଅଇ, ଗୁଲାଇ ଦେସେ ଗଟେକ୍ ବଡ୍ ମର୍ଡି ଅଇସି ବଲି ବବିସତ୍ କାତା ସୁନାଇ ରଇଲା । ଏଟା ବଡ୍ ସାସନ୍କାରିଆ କଲ୍ଡିୟ ରମ୍ଦେସେ ସାସନ୍ କଲାବେଲେ ଗଟି ରଇଲା ।
ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ଆମେ ଟାୟରେଅନି ପାନିଜାଜେ ବାରଇ ପତ୍ଲମା ନାଉଁର୍ ଜାଗାଇ କେଟ୍ଲୁ, ତେଇ ବିସ୍ବାସି ବାଇମନର୍ ସଙ୍ଗ୍ ଜୁଆର୍ବେଟ୍ ଅଇ ଗଟେକ୍ ଦିନ୍ ରଇଲୁ ।
ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ,