10 ମାତର୍ ପାଉଲ୍ ତଲ୍କେ ଉତ୍ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍ ଆଚେ ।”
ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, “କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।” ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
ଜିସୁ ମାର୍ତାକେ କଇଲା, “ତୁଇ ଜଦି ବିସ୍ବାସ୍ କର୍ସୁ ବଇଲେ ପର୍ମେସରର୍ ମଇମା ଦେକ୍ସୁ ବଲି ମୁଇ ତକେ କଇ ନ ରଇଲି କି ?”
ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, “ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।”
ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।