9 ଆମେ ପାର୍ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍ ଆରି କାପ୍ପାଦକିଆ, ପନ୍ତ୍ ଆରି ଆସିଆ,
ମୁଇ ପିତର୍, ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ସିସ୍ । ପନ୍ତ୍, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍ମନ୍କେ, ବିନ୍ଦେସର୍ ଲକ୍ମନର୍ପାରା ଚିନ୍ବିନ୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ମୁଇ ଏ ଚିଟି ଲେକ୍ଲିନି ।
ମୁଇ ଜଅନ୍ ଆସିଆ ରାଇଜେ ରଇବା ସାତ୍ଟା ମଣ୍ଡଲିକେ ଲେକ୍ଲିନି । ପର୍ମେସର୍ ଟାନେଅନି ଆସିରଇବା ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ମିଲ । ସେ ଏବେ ଆଚେ । ଆଗ୍ତୁ ମିସା ରଇଲା ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ ବସିରଇବା ଜାଗାର୍ ମୁଆଟର୍ ସାତ୍ଟା ଆତ୍ମାମନର୍ ଟାନେଅନି
ଆସିଆ ଦେସେ ରଇବା ବେସି ବିସ୍ବାସିମନ୍ ମକେ ଚାଡିକରି ଗାଲାଇ ଆଚତ୍ ବଲି ତୁଇ ଜାନିଆଚୁସ୍ । ତେଇ ପୁଗେଲ୍ ଆରି ଅର୍ମଗେନା ମିସା ମକେ ଚାଡି ଉଟିଗାଲାଇ ।
ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା ।
ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ ।
ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ ।
ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”
କାଇକେ ବଇଲେ, ଏ ବାଇବଇନିମନ୍, ଆସିଆ ରାଇଜେ ଆମ୍କେ ଅଇରଇବା ବଡ୍ ଦୁକ୍ କସ୍ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍ କଲୁନି । ମୁର୍ଚି ନାପାର୍ଲା ବଡ୍ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍ ଅଇସିବେ ବଲି ବାବ୍ତେରଇଲୁ ।
ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି ।
ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
ସେମନ୍ ଆସି କେଟ୍ଲାକେ ପାଉଲ୍ କଇଲା, “ରମିୟ ରାଇଜର୍ ଆସିଆଇ କେଟ୍ଲା ପର୍ତୁମ୍ ଦିନେଅନି, କେନ୍ତି ତମର୍ ସଙ୍ଗ୍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍ ।
ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
ସେଟାର୍ପାଇ ଆମର୍ ବେବାର୍ ବୁଡିଜିବାର୍ ଉପ୍ରେ ଆଚେ । କାଲି ସେତ୍କି ନଏଁ, ଜନ୍ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍ଟାନେଅନି ପୁଜାପାଇସି, ସେ ଡାକ୍ପୁଟା ଆର୍ତେମି ଦେବି, ମନ୍ଦିରର୍ ଡାକ୍ପୁଟା ଆରି ନ ରଏ, ଆରି ଆର୍ତେମି ଦେବିର୍ ମର୍ଜିତା ନସ୍ଟ ଅଇସି ।”
ତିପାନ୍ କଇଲା, “ଇତି ରଇବା ମର୍ ବାଇମନ୍ ଆରି ବାବାମନ୍ ଅଲପ୍ ସୁନା, ଆମର୍ ଆନିଦାଦି ଅବ୍ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍ତୁ ମଇମା କର୍ବା ପର୍ମେସର୍ ମେସପଟାମିଆଇ ଦେକାଇଅଇଲା ।”
ସେନ୍ତିଆଲେ ଆମେ କେନ୍ତି ସେମନ୍କେ ଆମର୍ ନିଜର୍ ନିଜର୍ ଜନମ୍ ଜାଗାର୍ ବାସାଇ କାତା ଅଇବାଟା ସୁନିଆଚୁ ?
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
ଏ ସୁକଲ୍ ଅଇବା କାମର୍ ସାତ୍ ଦିନ୍ ଗାଲା ପଚେ, ଆସିଆ ରାଇଜର୍ କେତେଟା ଜିଉଦିମନ୍ ପାଉଲ୍କେ ମନ୍ଦିରେ ଦେକ୍ଲାଇ, ସେମନ୍ ତେଇ ରୁଣ୍ଡ୍ଲା ଲକ୍ମନ୍କେ ଉସ୍କାଇକରି ପାଉଲ୍କେ ଦାର୍ଲାଇ ।
ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା ।
ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା ।