41 ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ ।
ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ଏ କାତା ପିତର୍ଟାନେଅନି ସୁନ୍ଲା ସବୁ ଲକ୍ମନ୍ ତାକର୍ ନିଜର୍ ବୁଲ୍ ଏତାଇକରି ମନ୍ ବିତ୍ରେ କିଲ୍ବିଲ୍ ଅଇଗାଲାଇ । ସେମନ୍ ପିତର୍କେ ଆରି ପେରିତ୍ମନ୍କେ ପାଚାର୍ଲାଇ, “ଏ ବାଇମନ୍ ଏନ୍ତାର୍ ବଲି କଇଲେ ଆମେ କାଇଟା କର୍ବାର୍ ଆଚେ ?”
ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି ।
ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ ।
କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
କେ ଜଦି ସେ ବବିସତ୍ବକ୍ତାର୍ କାତା ନ ନାମେ ତାକେ ପରମେସରର୍ ଲକ୍ମନର୍ଟାନେଅନି ଅଲ୍ଗା କରି କୁରୁପ୍ନାସ୍ କରିପାକାଇସି ।
ତାର୍ ପଚେ ଜସେପ୍ ତାର୍ ବାବା ଜାକୁବ୍ ଆରି ତାର୍ କୁଟୁମର୍ ସବୁକେ ମିସାଇ ସତୁରି ପାଁଚ୍ ଲକ୍କେ ମିସରେ ଆଇବାକେ କବର୍ ପାଟାଇଲା ।
ଆମେ ସେ ଜାଜେ ସବୁ ଲକ୍ ମିସି ଦୁଇସ ସତୁରି ଚଅ ଲକ୍ ରଇଲୁ ।
ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ ।
ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ ।
ତାର୍ପଚେ ଦୁଇ ଲମର୍ ଦୁତ୍ ତାର୍ ରିସାର୍ ଗିନା ସମ୍ଦୁରେ ଆଜାଡି ଦେଲା । ଆରି ଏଦେ ଦେକା ! ତେଇର୍ ପାନି ମଲାଲକର୍ ବନିପାରା ଅଇଗାଲା । ଆରି ସମ୍ଦୁରେ ରଇବା ଜଁତ୍ଜିଆଦ୍ ମରିଗାଲାଇ ।
ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ ।