Biblia Todo Logo
Bib sou entènèt

- Piblisite -




ପେରିତ୍‌ 2:26 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

26 ସେଟାର୍‌ ପାଇ ମୁଇ ସାର୍‌ଦାସଙ୍ଗ୍‍ ଆଚି । ଆରି ସାର୍‌ଦାର୍‌ କାତା କଇବି । ମର୍‌ ଏ ମର୍‌ବା ଗାଗଡ୍‌ ରଇଲେ ମିସା ମୁଇ ସବୁବେଲେ ତମର୍‌ ତେଇ ଆସା କର୍‌ବି ।

Gade chapit la Kopi




ପେରିତ୍‌ 2:26
7 Referans Kwoze  

ଏ ବିସଇ ଦାଉଦ୍‌ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍‌ ସବୁ ବେଲା ମର୍‌ ମୁଆଟେ ରଇବାଟା ଦେକ୍‌ଲି । ସେ ମର୍‌ ସଙ୍ଗ୍‍ ଆଚେ । ସେଟାର୍‌ପାଇ ମକେ କେ ମିସା କଚପଚ କରିନାପାରତ୍‌ ।


କାଇକେ ବଇଲେ ତୁଇ ମକେ ମଲାଲକ୍‌ମନର୍‌ ଜାଗାଇ ଚାଡି ନ ଦିଆସ୍‌ । ତମର୍‌ ସୁକଲ୍‌ ଦାଙ୍ଗ୍‌ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍‌ ।


Swiv nou:

Piblisite


Piblisite