37 ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
ଜେନ୍ତିକି ଆମର୍ ସେବା କାମେ ଲକ୍ମନ୍ ଆମ୍କେ ଦସ୍ ନ ଦାରତ୍ ବଲି ଆମେ ମନ୍ କରୁନାଇ । ସେଟାର୍ପାଇ କିରିସ୍ଟର୍ ପଚେ ଜିବା ଲକ୍ମନ୍କେ ଆମ୍କେ ଆଗ୍ଟୁ ନାଇ ।
ପାଦ୍ରା କାମ୍ କରାନାଇ ବଲି କଇ, ନିଜେ ପାଦ୍ରା କାମ୍ କଲାସ୍ନି କି ? ପୁତ୍ଲା ପୁଜାକେ ଗିନ୍ କରି ଦେଉଲର୍ ଦିନ୍ସୁ ଚର୍ଲାସ୍ନି କି ?
ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।