ପେରିତ୍ 19:32 - ସତିଅର୍ ବାଟ୍ ନୁଆ ନିୟମ୍ 202032 ଏତ୍କି ବିତ୍ରେ ରୁଣ୍ଡିରଇବା ସବୁ ଲକ୍ ରିସା ଅଇଜାଇରଇଲାଇ । ଲକ୍ମନ୍ ଦଲ୍ଦଲ୍ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍, କାଇକେ ରୁଣ୍ଡିଆଚତ୍ ବଲି ନାଜାନିରଇଲାଇ । Gade chapit la |