ପେରିତ୍ 18:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମାତର୍ ସେମନ୍ ତାକେ ବିରଦ୍ କରି ତାର୍ କୁଟ୍ ପାଁଚ୍ବାର୍ ଦାର୍ଲାଇ, ସେଟା ବିରଦ୍ କର୍ବା ଇସାବେ, ତାର୍ ବସ୍ତରର୍ ଦୁଲି ପାପ୍ଡିଦେଇ ସେ ସେମନ୍କେ କଇଲା, “ଜଦି ତମେ କୁରୁପ୍ନାସ୍ ଅଇସା, ତେବେ ସେଟାର୍ପାଇ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍ମନର୍ ଲଗେ ଜିବି ।” Gade chapit la |