8 ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ ।
ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍ ତାର୍ଟାନେ ବିସ୍ବାସ୍ କର୍ବାଇ ଆରି ରମିୟ ଅଦିକାରି ଆସିକରି ଆମର୍ ଏ ମନ୍ଦିର୍ ଆରି ଆମର୍ ବିସ୍ବାସ୍ କର୍ବା ଦରମ୍ ସବୁ କୁରୁପ୍ନାସ୍ କରିପାକାଇସି ।”
ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ ।
“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
ଆରି ଏସନ୍ ସେମନ୍କେ ତାର୍ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍ ରାଜା ଆଚେ ବଲି କଇକରି ସେମନ୍ ଆମର୍ ବଡ୍ ସାସନ୍କାରିଆର୍ ନିୟମ୍ ବାଙ୍ଗ୍ଲାଇନି ।”
ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।