34 ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।
ସେଟାର୍ପାଇ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।”
ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ ।
ଏ ନଅରେ ରଇବା ବାକି ସବୁ ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଜନ୍ ବିସ୍ବାସିମନ୍, ଜନ୍ଲକ୍ କି ରମିଅ ସାସନ୍କାରିଆର୍ ଗତିଦାଙ୍ଗ୍ଡା ଅଇଲାଇଆଚତ୍, ସେମନ୍ ତାକର୍ ଜୁଆର୍ ଜାନାଇଲାଇନି ।
ପାଉଲ୍ ସେ ଗଡର୍ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍ ଲକ୍ମନ୍, ତମେ ସବୁ ଦରମ୍ ଲକ୍ ବଲି ଜାନାପଡ୍ଲାନି ।
ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
ପାଉଲ୍ ସେ ଦିନର୍ ସବାଇ ଅନି ଉଟି ବାରିଗାଲା ।