ପେରିତ୍ 17:32 - ସତିଅର୍ ବାଟ୍ ନୁଆ ନିୟମ୍ 202032 ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।” Gade chapit la |
କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।
ପର୍ମେସର୍ କଇବାଟା ସୁନା । “ ତମ୍କେ ଦୟା ଦେକାଇବା ବେଲା ସମାନ୍ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍ଲି । ଜନ୍ ଦିନେ ମୁଇ ମୁକ୍ଲାଇବା ଦିନ୍ ବଲି ଟିକ୍ କଲି, ସେ ଦିନେ ମୁଇ ତମ୍କେ ସାଇଜ କଲି ।” ସୁନା ! ପର୍ମେସର୍ ତମ୍କେ ତାର୍ ଆଲାଦ୍ ଦେକାଇବି ବଲି, ଟିକ୍ କଲା ଦିନ୍ ଆଜିସେ । ତମର୍ ପାପର୍ ଡଣ୍ଡେ ଅନି ସେ ତମ୍କେ ରକିଆ କର୍ବା ଦିନ୍ ଆଜି ସେ ।