21 ଆମର୍ ନିୟମ୍ ବିରଦେ ରିତିନିତି ସିକାଇଲାଇନି । ଆମେ ରମିଅ ଲକ୍, ସେଟାର୍ ପାଇ ଏ ରିତିନିତି ମାନି ନାପାରୁ ।
କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
ତେଇଆମେ ଉତ୍ରିକରି ମାସିଦନିଆ ଜିଲାର୍ ମୁକିଅ ଗଡ୍ ପିଲିପେ ଗାଲୁ । ଏ ଗଡ୍ ଗଟେକ୍ ରମିୟ ଦଲ୍ ରଇବା ଗଡ୍ ରଇଲା । ତେଇ ଆମେ ବେସି ଦିନ୍ ଜାକ ରଇଲୁ ।
ସେଟା ଦେକି ପାରୁସିମନ୍ ଜିସୁକେ ପାଚାର୍ଲାଇ, “ଦେକ୍ ବିସ୍ରାମ୍ବାରେ ତର୍ ସିସ୍ମନ୍ କେନ୍ତାରି ସାସ୍ତରେ ରଇବା ରିତିନିତି ବିରଦର୍ କାମ୍ କଲାଇନି ।”
ସେମନ୍କେ ତାକର୍ ମୁଆଟେ ଆନି ଦସ୍ଦେଇ କରି କଇଲାଇ “ଏମନ୍ ଜିଉଦି ଲକ୍, ଆମର୍ ଗଡେ ଆସି ଗଣ୍ଡ୍ଗଲ୍ କଲାଇନି ।”