26 ଏ ମଇତର୍ମନ୍ ମାପ୍ରୁ ଜିସୁର୍ ସେବାତେଇ ନିଜର୍ ଜିବନ୍ ସର୍ପିଦେଇ ଆଚତ୍ ।
ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।
ଆରି ଆମେ ମିସା କାଇକେ ସବୁ ବେଲେ ଆମର୍ ଜିବନ୍ ବିପଦେ ପାକାଇତେ ରଇବୁ ?
ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।