ପେରିତ୍ 13:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ, “ତମେ ମର୍ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍ ବାବା ।” Gade chapit la |