ପେରିତ୍ 11:20 - ସତିଅର୍ ବାଟ୍ ନୁଆ ନିୟମ୍ 202020 ମାତର୍ କେତେଟା ସାଇପରସ୍ ଆରି କୁରିନିୟର୍ ବିନ୍ ବିସ୍ବାସିମନ୍, ଆନ୍ଟିଅକେ ଜାଇ ଜିଉଦି ନଇଲା ଲକ୍ମନର୍ତେଇ ଜିସୁ ମାପ୍ରୁର୍ ସୁବ୍ କବର୍ ଜାନାଇଲାଇ । Gade chapit la |
କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।
ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।
ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।