6 ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ସିମନ୍ ନାଉଁର୍ ଗଟେକ୍, ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍ କର୍ବା ଲକର୍ ଗରେ ରଇଲାନି ।”
ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।
ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
ଏତ୍କି କାତା କଇ ସରଗର୍ ଦୁତ୍ ଉଟିଗାଲା । କର୍ନିଲିଅ ତାକର୍ ଗରର୍ ଦୁଇଟା ଗତିଦାଙ୍ଗ୍ଡାକେ ଆରି ତାକେ ସେବା କର୍ତେରଇବା ଆରି ପର୍ମେସର୍କେ ଉପାସନା କର୍ତେରଇବା ଗଟେକ୍ ସଇନକେ ଡାକାଇଲା ।
ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଆନ୍ବାକେ ଜପା ନାଉଁର୍ ଜାଗାଇ, ଲକ୍ମନ୍କେ ପାଟାଆ । ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍କରୁ ସିମନର୍ ଗରେ ଗତିଆ ଅଇଆଚେ ।