Biblia Todo Logo
Bib sou entènèt

- Piblisite -




ପେରିତ୍‌ 10:4 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

4 ସେ ଡରିକରି ସରଗର୍‌ ଦୁତ୍‌ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍‌ନି ମାପ୍‌ରୁ ?” ସରଗର୍‌ ଦୁତ୍‌ କଇଲା, “ପର୍‌ମେସର୍‌ ତର୍‌ ପାର୍‌ତନା ଆରି ଦୁକିରକିମନ୍‌କେ ଦାନ୍‌ କର୍‌ବାଟା ଦେକି ସାର୍‌ଦା ଅଇଲା । ଆର୍‌ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍‌ କଲାନି ।

Gade chapit la Kopi




ପେରିତ୍‌ 10:4
24 Referans Kwoze  

କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍‌ ବାଦୁଲେ ସବୁ ଗଟ୍‍ନା ଅଇଲା ବେଲେ, ତମ୍‌କେ ଜାଇଟା ଲଡା ଆଚେ, ସେ ବିସଇ ପର୍‌ମେସର୍‌କେ ଗୁଆରି କରା । ଆରି ପାର୍‌ତନା କଲାବେଲେ, ତାକେ ଦନିଅବାଦ୍‌ ମିସା ଦିଆସ୍‌ ।


କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ ।


“କର୍‌ନିଲିଅ ! ପର୍‌ମେସର୍‌ ତର୍‌ ପାର୍‌ତନା ସୁନ୍‌ଲା ଆରି ତମେ ଦୁକିରକିକେ ସାଇଜ କର୍‌ବାଟା ଦେକି ସାର୍‌ଦା ଅଇଆଚେ ।


ପଡ୍‌ତେରଇବା ଦୁପର୍‌ ଦୁଆଁ ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‍ ଉପ୍‌ରେ ଗାଲା । ପର୍‌ମେସରର୍‌ ମୁଆଟେ ଟିଆଅଇରଇବା ଦୁତ୍‌ ସେଟା ଦାରିରଇଲା ।


ତେବେ ତମେ ମର୍‌ପାଇ ପାଟାଇଲାଟା ସବୁଜାକ ମର୍‌ଟାନେ କେଟ୍‌ଲା ଆଚେ । ଆରି ସେଟା ମର୍‌ପାଇ ଅଦିକ୍‌ । ତମେ ପାଟାଇଲା ସବୁ ବିସଇ ଏପାପର୍‌ଦିସ୍‌ ମର୍‌ଲଗେ ଆନ୍‌ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍‌ମେସର୍‌କେ ସର୍‌ପି ଦେଲା ନିକ ବାସ୍‌ନା ଅଇବା ଦାନ୍‌ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍‌ଦା ଅଇଲାଆଚେ ।


ନିକ କାମ୍‌ କର୍‌ବାକେ ପାସ୍‌ରା ନାଇ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍‌ତି ପର୍‌ମେସର୍‌କେ ସାର୍‌ଦା କରାଇବା ଗଟେକ୍‌ ବଲି ।


ମରିୟମ୍‌ ସରଗର୍‌ ଦୁତ୍‌ କଇଲା ବାକିଅ ସୁନ୍‌ଲା ଆରି କାଇଟା ବୁଜିନାପାରି ଉଡୁକ୍‌ ଦୁଡୁକ୍‌ ଅଇଜାଇକରି, ବାବିବାବି ରଇଲା ।


ମୁଇ ତମ୍‌କେ ସତ୍‌କାତା କଇଲିନି, ଗୁଲାଇ ଜଗତେ ଜନ୍‌ ଜାଗାଇ ମିସା ମାପ୍‌ରୁର୍‌ ନିକ କବର୍‌ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”


ମୁଇ ପାଚାର୍‌ଲି, “ମାପ୍‌ରୁ, ମୁଇ କାଇଟା କର୍‌ବି ?” ମାପ୍‌ରୁ ମକେ କଇଲା, “ଉଟ୍‌, ଆରି ଦାମାସ୍‌କସେ ଜାଆ, ପରମେସର୍‌ ତର୍‌ ପାଇ ଜନ୍‌ କାମ୍‌ ଟିକ୍‌ କଲା ଆଚେ, ସେଟା ତମ୍‌କେ ତେଇ ଜାନାଇ ଦିଆଅଇସି ।”


ମାଇଜିମନ୍‌ ସେ ଦୁଇ ଲକ୍‌କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍‌ ସେମନ୍‌କେ କଇଲାଇ, “ଜିବନ୍‌ ରଇଲା ଲକ୍‌କେ କାଇକେ ମଲା ଲକ୍‌କେ ସଙ୍ଗଇଲାଟାନେ କଜ୍‌ଲାସ୍‌ନି ?


ପିତର୍‌ ଆରି ଜଅନ୍‌ ତାକେ ନିମାନ୍‌କରି ତିରିଆଇ ଦେକ୍‌ଲାଇ ଆରି ପିତର୍‌ କଇଲା, “ଆମର୍‌ ବାଟେ ଦେକ୍‌ !”


ତେଇ ବସି, ସେ ପାଉଲର୍‌ ସିକିଆ ସୁନ୍‌ତେ ରଇଲା । ତାର୍‌ ମନେ ବିସ୍‌ବାସ୍‌ ଅଇଲାଆଚେ ଆରି ସେ ନିମାନ୍‌ ଅଇପାର୍‌ସି ବଲି ପାଉଲ୍‌ ଜାନି ପାର୍‌ଲା । ସେଟାର୍‌ ପାଇ ତାର୍‌ବାଟେ ତିରିଆଇ ଦେକି,


Swiv nou:

Piblisite


Piblisite