ପେରିତ୍ 10:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ତେବର୍ ପାଇ, ମୁଇ ତକେ ଦାପ୍ରେ ଡାକାଇଲି, ଆରି ତମେ ମର୍ କାତା ମାନିକରି ଆସି ଆଚାସ୍ । ଏବେ ଆମେ ସବୁ ଲକ୍ ପରମେସର୍ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍ରୁ ତକେ ଜନ୍ଟା କଇବାକେ ଆଦେସ୍ ଦେଲା ଆଚେ, ସେଟା ସୁନ୍ବାକେ ଜାଗିଆଚୁ ।” Gade chapit la |