4 ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
ଆରି ମର୍ ବାବା ଜନ୍ ଜିଦ୍ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍ ତମେ ପର୍ମେସରର୍ ଟାନେଅନି ବପୁ ନ ମିଲ୍ବା ଜାକ, ଏ ଜିରୁସାଲମେସେ ରୁଆ ।”
ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି ।
ସତଇସେ ସାଇଜକାରିଆ ଆତ୍ମା ଆଇସି । ସେ ବାବାର୍ତେଇ ଅନି ଆସି, ପର୍ମେସରର୍ ସବୁ ବିସଇର୍ ସତ୍ ଦେକାଇଦେଇସି । ମୁଇ ତାକେ ବାବାର୍ତେଇଅନି, ତମର୍ ଲଗେ ପାଟାଇବି । ଆରି ସେ ମର୍ ବିସଇ ତମ୍କେ କଇସି ।
ପରମେସର୍ ତାକେ ତାର୍ ଉଜାବାଟେ ବସ୍ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍ଟାନେଅନି ସୁକଲ୍ଆତ୍ମା ପାଇଲାଆଚେ । ତମେ ଏବେ ଜନ୍ଟା ଦେକ୍ଲାସ୍ନି ଆରି ସୁନ୍ଲାସ୍ନି, ସେଟା ଅଇଲାନି ତାର୍ ଦାନ୍କରି ରଇବାଟା । ଜନ୍ଟା କି ସେ ଆମ୍କେ ଜବର୍ ଅଇତେ ଆଜାଡି ଦେଲାଆଚେ ।
ଜିସୁ ଜିବନ୍ ଦେବା ପାନି ବଲି ସୁକଲ୍ ଆତ୍ମାର୍ ବିସଇ କଇତେ ରଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ ପଚେ ପର୍ମେସର୍ ଏ ସୁକଲ୍ ଆତ୍ମା ଦେଇସି । ମାତର୍ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍ ନ ଅଇରଇଲା ।
ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି “ତମେ ସୁକଲ୍ ଆତ୍ମାକେ ନାମା !”
କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍ଆତ୍ମା ତମ୍କେ ସିକାଇସି ।”
ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !”
ସବୁଲକ୍ ତାକେ ଦେକ୍ବାକେ ପର୍ମେସର୍ ଦେଏନାଇ, ଅବ୍କା ସେ ବାଚ୍ଲା ସାକିମନ୍କେସେ । ତାକେ ଆରିତରେକ୍ ଜିବନ୍ କରାଇଲାପଚେ, ତାର୍ ସଙ୍ଗ୍ କାଆ ପିଇ ଅଇରଇଲା ଲକ୍ମନ୍ ଆମେସେ ।
କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।”