Biblia Todo Logo
Bib sou entènèt

- Piblisite -




୨ୟ କରନ୍ତିୟ 9:7 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

7 ଦାନ୍‌ ଦେବାକେ ତମେ ଜେନ୍ତି କାତାବାର୍‌ତା ଅଇଆଚାସ୍‌, ସେନ୍ତାରି ଦେବାର୍‌ଆଚେ । ଦୁକ୍‌ ଅଇକରି ନାଇ କି କେ ବାଇଦ କଲାର୍‌ପାଇ ନାଇ । କାଇକେବଇଲେ ତମେ ସାର୍‌ଦା ସଙ୍ଗ୍‌ ଦେଲେ ପର୍‌ମେସର୍‌ ସେଟା ମନ୍‍ କର୍‌ସି ।

Gade chapit la Kopi




୨ୟ କରନ୍ତିୟ 9:7
17 Referans Kwoze  

କାଇକେ ବଇଲେ ଜଦି ତମ୍‌କେ ଦାନ୍‌ ଦେବାକେ ମନ୍‌ଆଚେ, ତମର୍‌ ପାର୍‌ବା ଏତେକ୍‌ ଦେଲାସ୍‌ନି । ତମେ ଦେବାଟା ପର୍‌ମେସର୍‌ ସଙ୍ଗଇସି । କାଇକେବଇଲେ, ତମେ ନାପାର୍‌ବା ଏତ୍‌କି ଦିଆ ବଲି ମାଙ୍ଗେ ନାଇ ।


ମିଲାଇବାଟାନେଅନି ଦାନ୍‌ଦେବାଟା ଅଦିକ୍‌ ସାର୍‌ଦାର୍‌ ବିସଇ ଅଇରଇସି । ନିଜେ ଜିସୁ ମାପ୍‌ରୁ ଏ ବାକିଅ ସୁମର୍‌ନା କରିରଇଲା । ଏନ୍ତାରି କସ୍‌ଟ କାମେଅନି ନାପାର୍‌ଲା ଲକ୍‌ମନ୍‌କେ ସାଇଜ କର୍‌ବାର୍‌ ଆଚେ । ଏ ବିସଇ ମୁଇ ତମ୍‌କେ ସବୁବେଲେ କରିଦେକାଇଆଚି ।”


ବିନ୍‌ ଲକ୍‌ମନ୍‌କେ ସାର୍‌ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍‌ତେ ରଉଁ । ଅର୍‌କିତ୍‌ ଲକ୍‌ମନ୍‌କେ ଦାନ୍‌ କର୍‌ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍‌ କରୁ । ବିନ୍‌ ଲକର୍‌ କାମ୍‌କେ ଦେକାରକା କର୍‌ବା ଅଦିକାର୍‌ ଦେଇରଇଲେ, ନିଜେ ବେସି କାମ୍‌ କର୍‌ବାର୍‌ଆଚେ । ଜଦି ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍‌ ନ ଅଇ ସାର୍‌ଦା ସଙ୍ଗ୍‍ କର୍‌ବାର୍‌ ଆଚେ ।


ତମର୍‌ ବିତ୍‌ରେ ମୁର୍‌ମୁରା ନଅଇ ଗଟେକ୍‍ ଲକ୍‌ ଆରି ଗଟେକ୍‍ ଲକ୍‌କେ ଗତିଆ କରି ଡାକାଡାକି ଉଆ ।


ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ ଦସ୍‌ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍‍ରୁ ତମ୍‌କେ ବିଚାର୍‌ ନ କରେ । ଦେକା ବଡ୍‌ ବିଚାର୍‌କାରିଆ ଲଗେ ଆଚେ ।


ମାତର୍‌ ତୁଇ ମକେ ସାଇଜ କର୍‌ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍‌କରି କଲେ, ମୁଇ ମନ୍‌ କର୍‌ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।


Swiv nou:

Piblisite


Piblisite