21 କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
କେ ତମ୍କେ ଅନିଆଇ କଲେ, ତାକେ ବେର୍ ଦାର୍ବାର୍ ନାଇ, ଜନ୍ ଚଲାଚଲ୍ତି ସବୁର୍ ମନ୍କେ ଜାଇସି, ସେଟା କର୍ତେରଇବାର୍ ।
ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।
ଆମେ କିରିସ୍ଟକେ ଏ ରକାମ୍ ନାମ୍ଲେ, ପର୍ମେସର୍କେ ସାର୍ଦା କରାଇବୁ ଆରି ବିନ୍ ଲକ୍ମନ୍କେ ନାମାଇବୁ ।
ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ ।
ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ ।
ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।