17 ସାସ୍ତର୍ କଇଲାପାରା “ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।”
ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
ଅବ୍କା ସେତ୍କିସେ ନଏ, ମାପ୍ରୁ ଜିସୁକିରିସ୍ଟର୍ ତେଇଅନି ପରମେସର୍ ଜନ୍ ସବୁ କାମ୍ କଲାଆଚେ, ସେଟାର୍ ପାଇ ଆମର୍ ମନ୍ ଉଡୁକ୍ଦୁଡୁକ୍ ଆରି ସାର୍ଦାଇ ପୁରୁନ୍ ଅଇଆଚେ। ସେ ଜିସୁ ପରମେସର୍ ସଙ୍ଗ୍ ଆମ୍କେ ଆରିତରେକ୍ ମିସାଇଲା ଆଚେ ।