20 ଆମର୍ ବିବେକ୍ ଜଦି ଆମ୍କେ ପାପିବଲି ଦସ୍ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍ ବିବେକ୍ ଟାନେଅନି ଆମେ ଜାନ୍ବାତେଇଅନି ପର୍ମେସର୍ ଅଦିକ୍ ଜାନେ । ଆରି ଆମେ କର୍ବା ସବୁ କାମ୍ ସେ ଜାନେ ।
ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
କାଇକେବଇଲେ ମୁଇ ନିଜର୍ ବିରୁଦେ କାଇ ଦସ୍ କଲାଟା ମର୍ ମନ୍ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍ ନ କଲା ଲକ୍ ବଲି କଇନଏ । ମାତର୍ ଜେ ମକେ ବିଚାର୍ କର୍ସି, ସେ ମାପ୍ରୁ ।
ମାତର୍ ତମେ ପର୍ମେସରର୍ ଲକ୍ । ଏ ଆଲାଦର୍ ପିଲାମନ୍, ସେନ୍ତାରି ବୁଲ୍ ସିକିଆ ଦେଉମନର୍ କାତା ମାନା ନାଇ । କାଇକେବଇଲେ ତମର୍ଟାନେ ରଇବା ଆତ୍ମା ଏ ଜଗତର୍ ଲକ୍ମନର୍ ଆତ୍ମାତେଇଅନି ଅଦିକ୍ ବପୁଟା ।
ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି ?” ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।” ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
ତାର୍ବାଟେ ଜାଇତେରଇବା ସବୁ ଲକ୍ମନ୍କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍ ଚିନ୍ତା ଆରି ମନ୍ ଜାନ୍ବା ଲକ୍ ମୁଇସେ ବଲି ସବୁ ମଣ୍ଡଲି ଜାନ୍ବାଇ । ତମେ କରିରଇବା କାମ୍ ଇସାବେ ମୁଇ ତମ୍କେ ବାଉଡାଇବି ।
ଏନ୍ତାରି ଲକ୍ ସତ୍ ବିସଇତେଇଅନି ମନ୍ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍ । ତାର୍ ପାପର୍ଲାଗି ସେ ପର୍ମେସରର୍ ମୁଆଟେ ଦସ୍ କରିଆଚେ ବଲି ଲକ୍ମନ୍ ନିକସଙ୍ଗ୍ ଜାନ୍ବାଇ ।
ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ ।
ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା ।
ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ ।
ତେବେ ସେମନ୍କେ ଦସି ବଲି କେ କଇନାପାରତ୍ । କିରିସ୍ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଲାଆଚେ । ଏବେ ସେ ପରମେସରର୍ ଉଜାବାଟେ ରଇକରି ଆମର୍ପାଇ ଗୁଆରି କରି ପାର୍ତନା କଲାନି ।
ଆମେ ସବୁ ସେନ୍ତାରି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସରର୍ ଲକ୍ବଲି ଜାନ୍ବୁ ଆକା । ଜନ୍ଟା ସତ୍ ଆରି ଜନ୍ଟା ଟିକ୍, ସେ ତାର୍ ଲକ୍ମନ୍କେ ଦେକାଇସି । ଆରି ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।